ତହସିଲ ଅଲାଇଦା Tahasil alāidā

  • ବୈଦେ. ବି. (ଆ. ତହସୀଲ+ଅଲାହିଦା= ପୃଥକ) — ଓଡ଼ିଶାରେ ଏକ ଶ୍ରେଣୀର ଜମିଦାରି — Name of a class of Zamindary in Orissa
  • ବୈଦେ. ବି. (ଆ. ତହସୀଲ+ଅଲାହିଦା= ପୃଥକ) — ଏକ ଜମିଦାରି ମଧ୍ୟରେ ଥିବା ସ୍ୱତନ୍ତ୍ର ଅନ୍ଯ ଛୋଟ ଜମିଦାରି — A separate petty estate inside a large one
  • ବୈଦେ. ବି. (ଆ. ତହସୀଲ+ଅଲାହିଦା= ପୃଥକ) — [ଦ୍ର—ଏ ସମ୍ପତ୍ତିର ରାଜସ୍ୱ ପ୍ରଧାନ ଜମିଦାରୀର ରାଜସ୍ୱଠାରୁ ଆଲାହିଦା ବା ପୃଥକରୂପେ ସରକାରଙ୍କ ଠାରେ ଦାଖଲ ହେଉ ଥିବାରୁ ଏହି ନାମ।]