ତଦାରଖ୍ Tadārakh

  • ବୈଦେ. ବି. (ଆ. ତଦାରୁକ୍) — ତଦନ୍ତ — Enquiry
  • ବୈଦେ. ବି. (ଆ. ତଦାରୁକ୍) — ଅନୁସନ୍ଧାନ — Investigation
  • ବୈଦେ. ବି. (ଆ. ତଦାରୁକ୍) — ପୂର୍ବରୁ ସତର୍କତା — Precaution
  • ବୈଦେ. ବି. (ଆ. ତଦାରୁକ୍) — ସ୍ଥାନୀୟ ପରୀକ୍ଷା — Local enquiry
  • ବୈଦେ. ବି. (ଆ. ତଦାରୁକ୍) — ପ୍ରତୀକାର — Remedy; provision
  • ବୈଦେ. ବି. (ଆ. ତଦାରୁକ୍) — ହଜିବା ଦ୍ରବ୍ୟ ବା ଫେରାର୍ ଆସାମୀକୁ ଖୋଜିବା — Search after a missing thing or an absconder
  • ବୈଦେ. ବି. (ଆ. ତଦାରୁକ୍) — କୌଣସି ଅପରାଧ ବା ଦୁର୍ଘଟନା ନ ଘଟିବା ବିଷୟରେ ପ୍ରବାଦ — Precautionary measures