ତଦୁତ୍ତରେ Taduttare

  • ସଂ. କ୍ରି. ବିଣ — ତହିଁର ଉତ୍ତର ଦିଗରେ — To the north of that
  • ସଂ. କ୍ରି. ବିଣ — ତହିଁର ଉତ୍ତରସ୍ୱରୂପ — In reply to that
  • ଦେ. ଅ. (ଭଉଁରିଆରେ ବ୍ଯବହୃତ ଭାଷା) — ପୂର୍ବୋକ୍ତ ଜମିର ଉତ୍ତରରେ (ଏଥିର ସାଙ୍କେତିକ ତ:ଉ: ତ:ଉ:—ଦେଖ) — North of the last plot