ତଦାରଖି Tadārakhi

  • ବୈଦେ. ବି. (ଆ. ତଦାରୁକ୍) — ତଦାରଖ (ଦେଖ) — Tadārakha (See)
  • ବୈଦେ. ବି. (ଆ. ତଦାରୁକ୍) — ମାମଲା ତଦାରଖି ଆରମ୍ଭ ହେଲା—ଫକୀରମୋହନ. ଛମାଣ ଆଠଗୁଣ୍ଠ।