ତଦାତ୍ମା Tadātmā

  • ସଂ. ବିଣ. (ତତ୍+ଆତ୍ମା; ବହୁବ୍ରୀହି) — ତାହାପରି; ତତ୍ସ୍ୱରୂପ — Similar to that
  • ସଂ. ବିଣ. (ତତ୍+ଆତ୍ମା; ବହୁବ୍ରୀହି) — ଅଭିନ୍ନ ହୃଦୟ — Of the same time