ତତ୍କାଳ Tat-kāḻa
- ସଂ. ବି (ତଦ୍+କାଳ) — ସେହି ସମୟ — That time
- ସଂ. ବି (ତଦ୍+କାଳ) — ସେହି ନିର୍ଦ୍ଦିଷ୍ଟ ସମୟ — That particular time
- ଦେ. କ୍ରି. ବିଣ (ସଂ. ତତ୍କାଳେ) — ତତ୍କ୍ଷଣାତ୍ — Instantly; immediately; at once
- ଦେ. କ୍ରି. ବିଣ (ସଂ. ତତ୍କାଳେ) — ଅତି ଶୀଘ୍ର — Sharp; quickly
- ଦେ. କ୍ରି. ବିଣ (ସଂ. ତତ୍କାଳେ) — ପୁତ୍ର ଇଚ୍ଛାକରି ଖାଇଲେ ତତ୍କାଳ—କୃଷ୍ଣସିଂହ, ମହାଭାରତ. ସଭା।
- ଦେ. କ୍ରି. ବିଣ (ସଂ. ତତ୍କାଳେ) — ଯୁଗପତ୍ — Simultaneously