ତତ୍କାଳିକ Tatkāḻika

  • ସଂ. ବିଣ. (ତତ୍କାଳ+ଭାବାର୍ଥେ. ଇକ) — ତାତ୍କାଳିକ; ତାତ୍କାଳୀନ; ସେହି ସମୟରେ ଘଟିଥିବା; ସମସାମୟିକ; ତଦାନୀନ୍ତନ — A pertaining to that time contemporary