ତତୋଽଧିକ Tatodhika

  • ସଂ. ବିଣ (ତତଃ+ଅଧିକ) — ତାହାଠାରୁ ଅଧିକ — More than that
  • ସଂ. ବିଣ (ତତଃ+ଅଧିକ) — ଅଧିକତର — Greater