ତଟାଘାତ Taṭāghāta
- ସଂ. ବି. (ତଟ+ଆଘାତ, 7 ମୀ ତତ୍) — ତଟାଦିରେ କରୀର କରାଘାତ; ହସ୍ତୀ ଓ ବୃଷ ପ୍ରଭୃତିଙ୍କ ବପ୍ରକ୍ରୀଡ଼ା; ଖୁରିଖାଇବା — Butting or striking a bank, with the tusks or horns (such as the elephants striking their tusks and bulls their horns against a bank
- ସଂ. ବି. (ତଟ+ଆଘାତ, 7 ମୀ ତତ୍) — [ଦ୍ର—ହାତୀମାନେ ଦାନ୍ତରେ, ଷଣ୍ଢ ଶିଙ୍ଘ ଓ ଖୁରାରେ, ଘୋଡ଼ା ଟାପୁରେ ମାଟିକୁ କରିବା ଆଘାତକୁ ତଟାଘାତ ବୋଲାଯାଏ।]