ତଟସ୍ଥ Taṭashta

  • ସଂ. ବିଣ. (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ପକ୍ଷପାତଶୂନ୍ଯ; ଅପକ୍ଷପାତୀ — Impartial; neutral
  • ସଂ. ବିଣ. (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ତୀରସ୍ଥ — Standing on the shore
  • ସଂ. ବିଣ. (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଉଦାସୀନ; ନିର୍ଲିପ୍ତ — Unconcerned, indifferent
  • ସଂ. ବିଣ. (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ସମୀପସ୍ଥ — Adjacent; near by
  • ସଂ. ବିଣ. (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଗଡ଼ାଣିରେ — Standing on the shore
  • ସଂ. ବିଣ. (ତଟ+ସ୍ଥା ଧାତୁ+କର୍ତ୍ତୃ. ଅ) — ପର୍ବତର ଶୃଙ୍ଗ ଓ ନିମ୍ନଦେଶର ମଧ୍ୟସ୍ଥଳରେ ଦଣ୍ଡାୟମାନ — Standing midway between the summit and valley
  • ସଂ. ବି. (ହିନ୍ଦୁ ଦର୍ଶନ) — ପଦାର୍ଥର ସ୍ୱରୂପ ଛଡ଼ା ଏହାର ଗୁଣ ଓ ଧନକୁ ନେଇ ଯେଉଁ ଲକ୍ଷଣ ପ୍ରକାଶ କରାଯାଏ (ହି. ଶବ୍ଦସାଗର) — (Hindu philosophy) the symptoms of a thing expressed with reference to its attributes and qualities and not to its actual shape or form
  • ଦେ. ବିଣ — ତଟସ୍ତ (ଦେଖ) — Taṭasta (See)