ତଟାକ୍ Taṭāk
- ଦେ. କ୍ରି. ବିଣ. (ସଂ. ହଠାତ୍) — ହଠାତ୍; ଭୁସ୍ କିନି; ତଡ଼ାକ୍କିନି; ଚଟାକ୍କରି — Immediately; at once
- ଦେ. କ୍ରି. ବିଣ. (ସଂ. ହଠାତ୍) — (ଯଥା—ସେ ଗାଧୋଇବାକୁ ନଈପାଣିକୁ ଗଡ଼ିବା ମାତ୍ରେ କୁମ୍ଭୀର ତାକୁ ତଟାକ୍ ଧରି ପକାଇଲା।)
- ଦେ. କ୍ରି. ବିଣ. (ସଂ. ହଠାତ୍) — ସତ୍ୱର; ଚଞ୍ଚଳ — Hastily; in hot haste