ତଟ୍ (ଧାତୁ) Taṭ (root)

  • ସଂ — ଉନ୍ନତ ହେବା — To rise; to be elevated or raised
  • ସଂ — ଦୀପ୍ତି ପାଇବା — To shine
  • ସଂ — ଗର୍ଜନ କରିବା — To groan; to roar
  • ସଂ — ଆଘାତ କରିବା — To strike