ତକ୍ଲିପ୍ Tak-lip

  • ବୈଦେ. ବି. (ଆ. ତକ୍ଲୀଫ୍) — କଷ୍ଟ — Hardship; difficulty
  • ବୈଦେ. ବି. (ଆ. ତକ୍ଲୀଫ୍) — ହଜୁର ! ବୁଢ଼ା ଆଦ୍ମି, ବହୁତ ତକଲିଫ୍ ପାତା ଭିକାରୀଚରଣ, ସଂସାରଚିତ୍ର।