ତକ୍ରସଂଧାନ Takra-saṁdhāna
- ସଂ. ବି. ( 6 ଷ୍ଠୀ ତତ୍; ତକ୍ର+ସନ୍ଧାନ) — ଦହି ସଙ୍ଗେ ସମ୍ବର ଲୁଣ, ବେଶର ଓ ହଳଦି ମିଶାଯାଇ 15 ଦିନ ପର୍ଯ୍ୟନ୍ତ ରଖାଯାଇ ତିଆରି କରାଯିବା କାଞ୍ଜି — ଦହି ସଙ୍ଗେ ସମ୍ବର ଲୁଣ, ବେଶର ଓ ହଳଦି ମିଶାଯାଇ15ଦିନ ପର୍ଯ୍ୟନ୍ତ ରଖାଯାଇ ତିଆରି କରାଯିବା କାଞ୍ଜି— A kind of sour gruel made from churned curd
- ସଂ. ବି. ( 6 ଷ୍ଠୀ ତତ୍; ତକ୍ର+ସନ୍ଧାନ) — (ଯଥା— ଏହା ସେବନ କଲେ ପ୍ଲୀହା ରୋଗଭଲ ହୁଏ। ହି. ଶବ୍ଦସାଗର)