ତକ୍ଷ Taksha
- ସଂ. ବି. ପୁଂ — (ନାମ) ରାଜା ଭରତଙ୍କ ପୁତ୍ର — The son of king Bharata, king of Gāndhāra (morden kabul); his captial was at Taxillā (morden Rawalpiṇḍi)
- ସଂ. ବି. ପୁଂ — ତକ୍ଷ ପୁଷ୍କଳ ବେନି ଭାଇ ଭାରତ ପତ୍ନୀ ଗର୍ଭେ ହୋଇ। ଜଗନ୍ନାଥ. ଭାଗବତ।
- ସଂ. ବି. ପୁଂ — [ଦ୍ର—ଏ ଗାନ୍ଧାରର ରାଜା ଥିଲେ ଏବଂ ଏହାଙ୍କ ରାଜଧାନୀ ତକ୍ଷଶିଳା (ଆଧୁନିକ ରାଓଲପିଣ୍ଡି) ଥିଲା।]
- ସଂ. ବି. ପୁଂ — କାଠ ଚାଞ୍ଛିବା — Act of scraping wood