ତକାତକି Takātaki

  • ଦେ. ବି — ପରସ୍ପର ଚହାଁଚହିଁ — Looking at each other
  • ଦେ. ବି — ପରସ୍ପରକୁ ଅପେକ୍ଷା କରିବା — Waiting for each other
  • ଦେ. ବି — ଜଗାଜଗି — Watching each other