ତକିଳ Takiḻa

  • ସଂ. ବି (ତକ୍ ଧାତୁ= ସହ୍ୟ କରିବା+ ସଂଜ୍ଞାର୍ଥେ. ଇଳ) — ଧୂର୍ତ୍ତ ବ୍ଯକ୍ତି (ହି. ଶବ୍ଦସାଗର) — Knave; cheat
  • ସଂ. ବି (ତକ୍ ଧାତୁ= ସହ୍ୟ କରିବା+ ସଂଜ୍ଞାର୍ଥେ. ଇଳ) — ଔଷଧ — Medicine