ତକାଇ ରହିବା Takāi rahibā

  • ଦେ. କ୍ରି — ଚାହିଁ ରହିବା — To keep looking at; to gaze at; to look at
  • ଦେ. କ୍ରି — ଅପେକ୍ଷା କରି ରହିବା — To keep waiting for; to wait for
  • ଦେ. କ୍ରି — ରାତିକି ତକାଇ ରହିଲା—ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ।