ତକିଆ ଖୋଳ Takiā khoḻa

  • ବୈଦେ. ବି. (ଫା. ତକିୟା+ଗିଲଫ୍) — ମାଣ୍ଡିକୁ ଆବୃତ କରିବାପାଇଁ ତହିଁରେ ଖଞ୍ଜାଯିବା କନାର ମୁଣା ଭଳି ଆବରଣୀ (ଖୋଳ) — Pillow-case