ତଉଫିର୍ Tauphir

  • ବୈଦେ. ବିଣ. (ଫା.) (କଚିରିଆ ଶବ୍ଦ) — ସନନ୍ଦ ବା ଦାନପତ୍ର ଲିଖିତ ଜମିର ପରିମାଣରୁ ଅଧିକା (ଜମି); ଅଧିକା — (land) In excess of the area originally granted
  • ବୈଦେ. ବିଣ. (ଫା.) (କଚିରିଆ ଶବ୍ଦ) — [ଦ୍ର—ସନନ୍ଦ ବା ଚୋପ ବା ଦାନପତ୍ରଦ୍ୱାରା ଦିଆଯାଇଥିବା ଜମିର ପରିମାଣ ଅପେକ୍ଷା ଯଦି ସନନ୍ଦଗ୍ରହୀତାଙ୍କ ଦଖଲରେ ଅଧିକା ଜମି ଥିବାର ମାପଦ୍ୱାରା ଦେଖାଯାଏ, ତାହା 'ତଉଫିର' ଜମି ନାମରେ ବାଯିୟାପ୍ତ କରାଯାଇ ଏହି 'ତଉଫିର୍' ଜମି ଉପରେ କର ଧାର୍ଯ୍ୟ କରାଯାଏ।]