ତଉଜି ଖାନା Tauji khānā

  • ବୈଦେ. ବି. (ଆ. ତୌଜୀ+ ଫା. ଖାନା) (କଚିରିଆ ଶବ୍ଦ) — ଯେଉଁ ସରକାରୀ କାର୍ଯ୍ୟାଳୟରେ ଜମିଦାରୀ— ମାନଙ୍କର କ୍ରମିକ ନମ୍ବର ଅନୁସାରେ ରାଜସ୍ୱସଂକ୍ରାନ୍ତ ହିସାବ ରଖାଯାଏ — Touzi office