ତଉଁରିଆ Tauñriā

  • ଦେ. ବିଣ — ତଅଁର ସୂତାର ଧଡ଼ିଯୁକ୍ତ (ମୋଟ ଲୁଗା) — (Coarse cloth) Furnished with a red or dyed border
  • ଦେ. ବିଣ — ଘଇତା ପଛକେ ସନ୍ତିଆ ହେଉ ଶାଢ଼ୀ ହେଉ ତଉଁରିଆ। ଢଗ।