ତଉଜି Tauji

  • ବୈଦେ. ବି. (ଆ. ତୌଜୀ= ରାଜସ୍ୱ ତାଲିକା) (କଚିରିଆ ଶବ୍ଦ) — ତୌଜୀ; ଜମିଦାରୀର କ୍ରମିକ ସଂଖ୍ୟା — Touzi; serial number of a Zamindary
  • ବୈଦେ. ବି. (ଆ. ତୌଜୀ= ରାଜସ୍ୱ ତାଲିକା) (କଚିରିଆ ଶବ୍ଦ) — [ଦ୍ର—ଏଥିର ସାଙ୍କେତିକ। ତା। ଯଥା—ତା 1975= 1975 ତଉଜୀ ନମ୍ବର ଭୁକ୍ତ ଜମିଦାରୀ।] — [ଦ୍ର—ଏଥିର ସାଙ୍କେତିକ ତା ଯଥା—ତା1975= 1975ତଉଜୀ ନମ୍ବର ଭୁକ୍ତ ଜମିଦାରୀ]
  • ପ୍ରାଦେ. (ଗଞ୍ଜାମ) ବି — ପେନ୍ସନ; ଖୋରାକି ପୋଷାକି ପାଇଁ ପ୍ରଦତ୍ତ ନିର୍ଦ୍ଦିଷ୍ଟ ଭତ୍ତା — Pension; maintenance allowance
  • ପ୍ରାଦେ. (ଗଞ୍ଜାମ) ବି — ନାଭା ମହାରାଜଙ୍କ ତଉଜି ଦଶ ହଜାରରୁ ପାଞ୍ଚ ହଜାର କରାଯିବ ବୋଲି ହୁରି ପଡ଼ିଛି। ଦୈ. ଆଶା ତା 29।11।28 । — ନାଭା ମହାରାଜଙ୍କ ତଉଜି ଦଶ ହଜାରରୁ ପାଞ୍ଚ ହଜାର କରାଯିବ ବୋଲି ହୁରି ପଡ଼ିଛି ଦୈ. ଆଶା ତା291128