ଢୋଲା Ḍholā

  • ଦେ. ବିଣ — ଡଭା; ବଡ଼ ଓ ଫମ୍ପା — Hollow and big
  • ଦେ. ବିଣ — (ପୁଂ) ପେଟୁଆ; ବଡ଼ପେଟୁଆ — Pot-bellied
  • ଦେ. ବିଣ — ଅକର୍ମଣ୍ୟ — Worthless
  • ଦେ. ବିଣ — ପେଟୁ; ଉଦରମ୍ଭରୀ — Greedy; gluttonous
  • ଦେ. ବିଣ — ସ୍ଥୂଳକାୟ — Stout; corpulent