ଢୋଲାଇ Ḍholāi

  • ଦେ. ବି. (ସଂ. ବୋଢ=ବହନ କରିବା; ହି. ଶବ୍ଦସାଗର) — ଶଗଡ଼ରେ ଜିନିଷ ବୋଝାଇ କରି ବୋହିବା — Carrying and carting of burdens
  • ଦେ. ବି. (ସଂ. ବୋଢ=ବହନ କରିବା; ହି. ଶବ୍ଦସାଗର) — ଶଗଡ଼ ଭଡ଼ା — Cart hire
  • ଦେ. ବି. (ସଂ. ବୋଢ=ବହନ କରିବା; ହି. ଶବ୍ଦସାଗର) — ମାଟିକୁ ସମତୁଲ କରିବା — Levelling the ground
  • ଦେ. ବି. (ସଂ. ବୋଢ=ବହନ କରିବା; ହି. ଶବ୍ଦସାଗର) — ମାଟିକୁ ସମାନ କରିବାର ଖରଚା — Cost of levelling a plot of land
  • ଦେ. ବି. (ସଂ. ବୋଢ=ବହନ କରିବା; ହି. ଶବ୍ଦସାଗର) — ତଳରେ ଜମା କରିବା ପାଇଁ ପଥର ଗୋଡ଼ି ଆଦିକୁ ଡଙ୍ଗାରୁ ବା ଶଗଡ଼ରୁ ବାହାର କରିବା — Unloading a cart or boat