ଢୋଢା Ḍhoḍhā

  • ଦେ. (ଧ୍ୱନ୍ୟନୁକରଣ) ଅ. — ଠୋ ଠା ଶବ୍ଦ; ବାଣ ଓ ବନ୍ଧୁକ ଆଦି ଫୁଟିବାର ଉଚ୍ଚ ଶବ୍ଦ — The loud report of fire work or gun
  • ଦେ. (ଧ୍ୱନ୍ୟନୁକରଣ) ଅ. — ଦୁଇଟି କଠିନ ବସ୍ତୁର ପରସ୍ପର ବାଡ଼େଇ ହେବାର ଉଚ୍ଚ ଶବ୍ଦ — The loud sound of two hard things striking against each other