ଢଙ୍କୁଣ Ḍhaṅkuṇa

  • ପ୍ରାଦେ (ଗଡ଼ଜାତ) ବି — ଲମ୍ବ ବେଣ୍ଟଯୁକ୍ତ ବରଛା — Long-handled lance
  • ପ୍ରାଦେ (ଗଡ଼ଜାତ) ବି — ତେଲଙ୍ଗା ବାହାର ଧରି ଢଙ୍କୁଣ, ଯହିଁ ନ ଦିଶିଲା ସୂର୍ଯ୍ୟ କିରଣ—ବ୍ରଜନାଥ. ସମରତରଙ୍ଗ।