ଢଙ୍ଗ ଢାଙ୍ଗ Ḍhaṅga ḍhāṅga

  • ଦେ. ବି (ସଂ. ଭଙ୍ଗୀ) — ଆଡ଼ମ୍ବର — Grandeur
  • ଦେ. ବି (ସଂ. ଭଙ୍ଗୀ) — ଚାଲିଚଳନ; ଆଚାର ବ୍ଯବହାର — Conduct; gait
  • ଦେ. ବି (ସଂ. ଭଙ୍ଗୀ) — ରୀତି; ପ୍ରଥା — Manners and customs