ଢଙ୍ଗ Ḍhaṅga

  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ଢାଞ୍ଚା; ରୀତି; ଭଙ୍ଗୀ — Manner; method; mode; fashion
  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ସୁବ୍ଯବହାର; ଭଦ୍ରତା — Good treatment; manners
  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ଅଢ଼ଙ୍ଗରେ ଢଙ୍ଗ ନାହିଁ, କଟକ ବାଇଦ ଶୁଭେ ନାହିଁ—ଢଗ।
  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ପ୍ରକାର — Kind; sort
  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ଉପାୟ — Means
  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ଗଢ଼ଣ — Make; build
  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ଲକ୍ଷଣ — Indication; trait
  • ଦେ. ବି (ସଂ. ଭଙ୍ଗୀ; ଢଗ, ଢଂଗନ=ଗତି) — ଚାଲି; ଚଳନ; ଆଚରଣ — Conduct