ଢଙ୍କେଇବା Ḍhaṅkeibā

  • ଦେ. କ୍ରି (ସଂ. ଢକ୍ ଧାତୁ=ଆଚ୍ଛାଦନ; ଢୌକ ଧାତୁ =ଆବରଣ) — ଢାଙ୍କିବା କ୍ରିୟାର ଣିଜନ୍ତ ରୂପ — The causative form of Ḍhāṅkibā
  • ଦେ. କ୍ରି (ସଂ. ଢକ୍ ଧାତୁ=ଆଚ୍ଛାଦନ; ଢୌକ ଧାତୁ =ଆବରଣ) — ଘୋଡ଼ାଇବା; ଢାଙ୍କିବା — To cover; to conceal