ଢଉ ଛତୁ Ḍhau chhatu

  • ପ୍ରାଦେ. (ଗଡ଼ଜାତ) ବି. (ସଂ. ଧବ+ଛତ୍ରାକ) — ଧବ ଗଛର ଗଣ୍ଡି ଓ ମୂଳରେ ବାହାରିବା ଏକପ୍ରକାର ଛତୁ — A kind of mushroom growing on the trunk and foot of Dhaba tree
  • ପ୍ରାଦେ. (ଗଡ଼ଜାତ) ବି. (ସଂ. ଧବ+ଛତ୍ରାକ) — [ଦ୍ର—ଏହା ହାତୀକାନ ବା ବେଣ୍ଟ ନ ଥିବା ପଙ୍ଖା ଆକୃତି— ବିଶିଷ୍ଟ ଓ ବଡ଼। ଏଥିର ଗୁଣ୍ଡା ପୋଡ଼ା ଘାଆ ପ୍ରତି ମହୌଷଧ।]