ଢକ Ḍhaka

  • ଦେ. ବି.—(ସଂ. ବଟକ) — ବଣିଆଁଙ୍କ ବ୍ଯବହୃତ ବଟକରା — A standard weighing bit used by goldsmiths; a metal piece used as a standard of weight
  • ଦେ. ବି.—(ସଂ. ବଟକ) — କେବଳ ଖୋଳ, ଫମ୍ପା ଆବରଣ — Empty frame
  • ଦେ. ବି.—(ସଂ. ବଟକ) — (ଯଥା—ନ ଖାଇ ନ ପିଇ ତାର ବର୍ତ୍ତମାନ ଢକ ରହିଲାଣି।)
  • ପ୍ରାଦେ. (ସିଂହଭୂମ) ବି. — ଢଗ — Doggerel sayings