ଢଂ ଢଂ Ḍhaṁ ḍhaṁ
- ଦେ. (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ)—(ସଂ. ଧ୍ୱନ୍ ଧାତୁ=ଶବ୍ଦକରିବା) — ଘଣ୍ଟା ଧ୍ୱନି; ଟଂ ଟଂ — Ding-dong sound
- ଦେ. (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ)—(ସଂ. ଧ୍ୱନ୍ ଧାତୁ=ଶବ୍ଦକରିବା) — ଢୋଲ ବାଦ୍ୟର ଧ୍ୱନି — Sound of drums
- ଦେ. (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ)—(ସଂ. ଧ୍ୱନ୍ ଧାତୁ=ଶବ୍ଦକରିବା) — ବଡ଼ ହାଣ୍ଡି ଭିତରେ ସାନହାଣ୍ଡି ଢିଲା ହୋଇ ଗଳି ପଡ଼ି ଥିବା ଅବସ୍ଥାରେ ହାଣ୍ଡି ହଲାଇବାରୁ ଉତ୍ପନ୍ନ ଶବ୍ଦ — Sound of jostling of earthen pots, one inside the other
- ଦେ. (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ)—(ସଂ. ଧ୍ୱନ୍ ଧାତୁ=ଶବ୍ଦକରିବା) — (ଢଂ. ଢଙ୍ଗ୍ ଢଙ୍ଗ୍—ଅନ୍ୟରୂପ)
- ଦେ. (ଧ୍ୱନ୍ୟନୁକରଣ) ଅ. (ବହୁଶବ୍ଦବ୍ୟଞ୍ଜକ)—(ସଂ. ଧ୍ୱନ୍ ଧାତୁ=ଶବ୍ଦକରିବା) — ହୁଗୁଳା ଅଳଙ୍କାର ପିନ୍ଧି ଅଙ୍ଗ ଚାଳନ କଲେ ତହିଁରୁ ଉତ୍ପନ୍ନ ଶବ୍ଦ — 3. Sound of ill-fitting ornaments when the limb is moved