ଠେଁସା Ṭheñsā
- ଦେ. ବି — ଆଧାର; ଭରା; ଆଶ୍ରୟ — Support; prop
- ଦେ. ବି — ଠେଲା; ପେଲା — Push
- ଦେ. ବି — ଆଦେଶ ନ ମାନିବା; ଅବାଧ୍ୟତା — Disobedience of order; insubordination; recalcitrance; refractoriness
- ବିଣ. ପୁଂ — ଅବାଧ୍ୟ — Insubordinate
- ବିଣ. ପୁଂ — ପେଲୁଥିବା — Pushing; shoving
- ବିଣ. ପୁଂ — କାର୍ଯ୍ୟର ଦାୟିତ୍ୱ ଆପଣା ଉପରକୁ ନ ନେବା — Evasive
- ବିଣ. ପୁଂ — ଅମାନିଆ — Disobedient
- ବିଣ. ପୁଂ — ଯେଉଁ ବାଳକ ବା ଭୃତ୍ୟ ଗୁରୁଜନ ବା ପ୍ରଭୁଙ୍କ ବାକ୍ୟକୁ ଅବଜ୍ଞାସୂଚକ ଜବାବ ଦିଏ — Refractory; realcitrant (boy or servant)