ଠେଁସ Ṭheñsa

  • ଦେ. ବି (ସଂ. ସ୍ଥା ଧାତୁ) — ଅବଲମ୍ବନ; ଠିଆ — Prop; support
  • ଦେ. ବି (ସଂ. ସ୍ଥା ଧାତୁ) — ଆଉଜିବା — Leaning against
  • ଦେ. ବି (ସଂ. ସ୍ଥା ଧାତୁ) — ପେଲା; ଧକ୍କା — Push