ଠେଁସିବା Ṭheñsibā
- ଦେ. କ୍ରି — ପେଲିବା — To push; to jostle
- ଦେ. କ୍ରି — ରାଣ ବୋଲୁ ଠେଁସି ନଖି ଭାଷି ହସି ପଶିଗଲୁ ଅନ୍ତଃପୁରରେ—କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି — ଧକା ମାରିବା — To shove
- ଦେ. କ୍ରି — କଥାକୁ ଅବଜ୍ଞା କରିବା; କଥା ନ ମାନିବା — To be refractory; to resist an order
- ଦେ. କ୍ରି — କାର୍ଯ୍ୟର ଦାୟିତ୍ୱ ଆପଣା ଉପରେ ଖସାଇବା — To shirk or shufle responsibility
- ଦେ. କ୍ରି — ଚାପିବା; କୌଣସି ବସ୍ତୁକୁ ଅନ୍ଯ ବସ୍ତୁରେ ଦୃଢ଼ରୂପେ ସଂଲଗ୍ନ କରିବା — To press
- ଦେ. କ୍ରି — ଠେଁସୁଥାଇ ଉରେ ଭରଜକୁ—କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି — ଭରାଦେବା — To support oneself upon a prop
- ଦେ. କ୍ରି — ବଳପୂର୍ବକ ଭର୍ତ୍ତି କରିବା — To ram down; to stuff; cram
- ଦେ. କ୍ରି — ଅଧିକ ହେବା; ଅପର୍ଯ୍ୟାପ୍ତ ହେବା — To preponderate; to predominate; to exceed
- ଦେ. କ୍ରି — ଠିଲାଇବା (ଦେଖ) — Ṭhilāibā (See)
- ଦେ. କ୍ରି — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକା(କେ) ଇବା, ନେବା, ଆଣିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]