ଠେଁସ ଦେବା Ṭheñsa debā

  • ଦେ. କ୍ରି — କୌଣସି ପଦାର୍ଥକୁ ଆଶ୍ରୟ କରିବା — To take the help of prop
  • ଦେ. କ୍ରି — ଦୃଢ଼ ସଂଲଗ୍ନ ହୋଇ ଆଉଜିବା — 9. To lean against
  • ଦେ. କ୍ରି — କୁନ୍ଦନ କୁମ୍ଭ କୁଚେ ଲେପି ଚନ୍ଦନ ଠେଁସେ ଦିଏ ହୃଦୟର। ଭଞ୍ଜ. ଲାବଣ୍ୟବତୀ।
  • ଦେ. କ୍ରି — ପେଲିବା — To push