ଠିକିବା Ṭhikibā
- ଦେ. କ୍ରି. (ସଂ. ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ) — ଗତିରୁଦ୍ଧ ହେବା; ବାଧା ପାଇବା; ହାବୁଡ଼ିବା — To be obstruted; to be hindered; to encounter a hindrance
- ଦେ. କ୍ରି. (ସଂ. ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ) — କୌଣସି ଦୃଢ଼ପଦାର୍ଥରେ ଆଘାତ ପାଇବା — To strike against a hard thing; to collide against a hard thing
- ଦେ. କ୍ରି. (ସଂ. ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ) — ରୋକାଯିବା; ଅଟକାଯିବା — To be detained or checked
- ଦେ. କ୍ରି. (ସଂ. ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ) — ଅତିରିକ୍ତ ହେବା; ସମଧିକ ହେବା; ବଳିପଡ଼ିବା — To exceed
- ଦେ. କ୍ରି. (ସଂ. ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ) — ନିଶ୍ଚିତ ହେବା — To be fixed or settled
- ଦେ. କ୍ରି. (ସଂ. ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ) — ସଂସାରରେ ବା କାର୍ଯ୍ୟକ୍ଷେତ୍ରରେ ଧକ୍କା ପାଇବା — To encounter difficulties in one's field of action or in the world