ଠିକିରି Ṭhikiri

  • ଦେ. ବି — ତାସ୍ଖେଳରେ ନାଲିରଙ୍ଗ ଚତୁଷ୍କୋଣ ଆକାରର ତାସ୍; ରୁହିତନ୍ — The diamond cards of card play
  • ଦେ. ବି — ଗୁଡ଼ାଖୁ ଖାଇବା ଚିଲମର କଣ୍ଠଦେଶରେ ଦିଆଯିବା ଗୋଡ଼ି — A bit of flint put at the neck of the mouthpiece or receiver of a hubble-bubble