ଠିକି ଶିଖିବା Ṭhiki ṡikhibā

  • ଦେ. କ୍ରି — ସଂସାରକ୍ଷେତ୍ରରେ ନାନା ବାଧା ଅନୁଭବ କରି ଶିକ୍ଷା ବା ଅଭିଜ୍ଞତା ଲାଭ କରିବା; ଅନୁଭବଦ୍ୱାରା ବହୁଦର୍ଶୀ ହେବା — To learn a lesson or to acquire experience by encountering difficulties in the world
  • ଦେ. କ୍ରି — [ଦ୍ର—ଠିକିଲା ନାରୀ ଘର କରେ—ପ୍ରବଚନ; ଏହାର ଅର୍ଥ =ଯେଉଁ ସ୍ତ୍ରୀ ସଂସାରରେ ବହୁତ ଦୁଃଖ ପାଇଥାଏ ସେ ଖୁବ୍ ଅଭିଜ୍ଞତା ଲାଭ କରେ।]