ଟୁଙ୍ଗି Ṭuṅgi
- ଦେ. ବି. (ସଂ. ତୁଙ୍ଗ; ତୁଳ. ବିଟଙ୍କ=ପକ୍ଷଶାଳା, ପାରାଭାଡ଼ି) — (ଭଜନ ଓ ବିହାରାଦି ନିମିତ୍ତ) କ୍ଷୁଦ୍ର ଗୃହ — A block-house
- ଦେ. ବି. (ସଂ. ତୁଙ୍ଗ; ତୁଳ. ବିଟଙ୍କ=ପକ୍ଷଶାଳା, ପାରାଭାଡ଼ି) — [ଦ୍ର—ଏହା ଅନ୍ଯ ଗୃହଠାରୁ ପୃଥକ୍ ଓ ଉଚ୍ଚ ଚତୁଷ୍କୋଣ।]
- ପ୍ରାଦେ. (ଗଡ଼ଜାତ) ବି — ଡାବଲପୁଆ (ଖେଳ) (ଦେଖ) — Dābalapuā (game) (See)