ଟୁଙ୍ଗେଇବା Ṭuṅgeibā

  • ଦେ. କ୍ରି — ମୁଣ୍ଡକୁ ଉପରୁ ତଳକୁ ଓ ତଳୁ ଉପରକୁ ହଲାଇବା; ଟୁଙ୍ଗାରିବା — To bring the head up and down as a sign of assent
  • ଦେ. କ୍ରି — ଟିକିଟିକି କରି ହାଣିବା; କୋଚେଇବା — To hack into pieces