ଟୁଙ୍ଗ୍ ଟୁଙ୍ଗ୍ Ṭuṅg-ṭuṅg

  • ଦେ. ଅ — ଟଙ୍ଗଟଙ୍ଗ; ଧୀର ଭାବରେ (ଗତି କରି); ଗୋଟିଏ ଗୋଟିଏ ଚାଲି କରି — Slowly (moving)
  • ଦେ. ଅ — ବ୍ରାହ୍ମଣ ଚାଷ, ହଳ ଟୁଙ୍ଗ୍ ଟୁଙ୍ଗ୍ ବିଲରେ ଘାସ। ପ୍ରବଚନ।