ଟୁଙ୍ଗିଘାଟ Ṭuṅgi-ghāṭa

  • ଦେ. ବି. (ନାମ) — ପର୍ବତବିଶେଷ — A mountain in Singhbhum
  • ଦେ. ବି. (ନାମ) — [ଦ୍ର—ଏହା ସିଂହଭୂମର ଏକ ପର୍ବତ। ପୂର୍ବେ କୌଣସି ବ୍ଯକ୍ତି ରାଜଦଣ୍ଡରେ ନିର୍ବାସିତ ହେଲେ ତାହାଙ୍କୁ ଏହି ପର୍ବତର ବାହାରେ ଛାଡ଼ି ଦିଆ ଯାଉଥିଲା।]