ଟିକିଲି Ṭikili

  • ଦେ. ବି. (ସଂ. ତିଲକରୁ ଟିକା; ଟିକାରୁ କ୍ଷୁଦାର୍ଥ ନିଷ୍ପନ୍ନ) — ସ୍ତ୍ରୀ ଲୋକମାନଙ୍କର ଭ୍ରୂଲତା ମଧ୍ୟରେ ଘେନିବା ପତଳା ଓ ଚକ୍ରାକାର ଟୋପି — Wafer; small disks of thin coloured material worn by females in the middle of the eye-brows
  • ଦେ. ବି. (ସଂ. ତିଲକରୁ ଟିକା; ଟିକାରୁ କ୍ଷୁଦାର୍ଥ ନିଷ୍ପନ୍ନ) — [ଦ୍ର—ବିଭିନ୍ନ ବର୍ଣ୍ଣର କାଗଜ ବା ଧାତୁର ପତଳା ଓ ଚକ୍ରାକାର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡକୁ ଟିକିଲି ଏବଂ ସିନ୍ଦୁର, ଗୋଚିନା ଓ ଚାନ୍ଦକଳା ଆଦିରେ ରଞ୍ଜିତ କ୍ଷୁଦ୍ର ବିନ୍ଦୁମାନଙ୍କୁ ଟୋପି ଓ ବଡ଼ ବିନ୍ଦୁମାନଙ୍କୁ ଟୋପା ବୋଲାଯାଏ।]