ଟିକିବା Ṭikibā
- ଦେ. କ୍ରି. (ସଂ. ସ୍ଥା ଧାତୁ) — ତିଷ୍ଠିବା; ସମ୍ଭାଳିବା — To go on; to get on
- ଦେ. କ୍ରି. (ସଂ. ସ୍ଥା ଧାତୁ) — ସ୍ଥାୟୀ ହେବା — To last
- ଦେ. କ୍ରି. (ସଂ. ସ୍ଥା ଧାତୁ) — ଉଧେଇବା — To thrive
- ଦେ. କ୍ରି. (ସଂ. ସ୍ଥା ଧାତୁ) — ଫଳବାନ୍ ହେବା — To fructify; to be effective