ଟିକିଦିନୁ Ṭiki-dinu

  • ଦେ. (ପଦ୍ଯ) ଅ — ପିଲା ଦିନରୁ — From childood
  • ଦେ. (ପଦ୍ଯ) ଅ — ଟିକି ଦିନୁ ହେବେ କିଣା ତୁମ୍ଭର— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।