ଟିକେଟ୍ ମାରିବା, ଟିକିଟି ମାରିବା

  • ଦେ. କ୍ରି — ଚିଠି ଆଦିର ଲଫାଫା ଉପରେ ଡାକ ଟିକଟ ଲଗାଇବା।
  • ଦେ. କ୍ରି — କୌଣସି ପଦାର୍ଥର ମୂଲ୍ୟାଦି ଜ୍ଞାପନାର୍ଥ ତହିଁ ଉପରେ ମୂଲ୍ୟଗୁଣାଦି ବର୍ଣ୍ଣିତ କାଗଜରେ ଛୋଟ ଖଣ୍ଡ ଲଗାଇବା।