ଟାଙ୍କି Ṭāṅki

  • ବୈଦେ. ବି. (ଇଂ. ଟାଙ୍କ୍) — ବହୁ ପରିମିତ ଜଳ ବା ତୈଳ ସଞ୍ଚୟ କରିବାର ବୃହତ୍ ଲୌହମୟ ଆଧାର — Iron-tank for storing oil or water
  • ଦେ. ବି. (ସଂ. ଟଙ୍କ) — ପଥର କାଟିବାର ଲୁହା ନିହଣ — Iron chisel for cutting stone