ଟାଙ୍କି ତେଲ Ṭāṅki tela
- ଦେ. ବି. (ଇଂ. ଟାଙ୍କ୍+ସଂ. ତୈଳ) — ଯେଉଁ କେରାସିନ ତେଲ ପ୍ରଥମେ ଆମଦାନି ହୋଇ ଟାଙ୍କି ବା ବଡ଼ ବଡ଼ ଲୌହଧାରରେ ସଂଞ୍ଚିତ ହୋଇ ରଖାଯାଏ ଓ ପରେ ବେପାରିମାନଙ୍କୁ ଖୁଚୁରା ବିକ୍ରୟ କରାଯାଏ — Keroisine oil at first stored in tanks at depots in bulk and afterwards sold in retail to dealers; bulk oil